କାଉନସିଲ ନେଲା ସୁମିତ୍ରାର ଦାୟିତ୍ୱ!

ଅଷ୍ଟିନ୍ ନ୍ୟୁଜ୍/ଯାଜପୁର ତା-୨୫-୦୮-୨୦୨୨ ଚଳିତ ବର୍ଷ ମହେଶ୍ୱର ମଲ୍ଲ ବିଦ୍ୟାଳୟର ଛାତ୍ରୀ ସୁମିତ୍ରା ପ୍ରଧାନ ଦଶମ ଶ୍ରେଣୀରେ ୫୪୧(ପାଞ୍ଚଶହ ଏକଚାଳିଶ) ନମ୍ବର ରଖି ଏ୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିଲେ।ସୁମିତ୍ରାଙ୍କ ଘର ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ଚନ୍ଦନପୁର ପଞ୍ଚାୟତ ହାଟସାହି ଅଞ୍ଚଳର ସୁକଳ ଗ୍ରାମରେ ଅଟେ। ପିତା ଦୈତାରୀ ପ୍ରଧାନ ପଡୋଶୀ ରାଜ୍ଯରେ ଶ୍ରମିକ ଭାବେ କାମ କରୁଥିବା ବେଳେ ମାଆ ଶ୍ରୀମତୀ ପ୍ରଧାନ ଜଣେ ଘର କାମ କରିବା ସଙ୍ଗେ ସଙ୍ଗେ ଦୁଇ ଝିଅ … Continue reading କାଉନସିଲ ନେଲା ସୁମିତ୍ରାର ଦାୟିତ୍ୱ!